Friday, September 20, 2024
30.1 C
Odisha

    ବିଜେପି ନେତା ମୋନୁ କଲ୍ୟାଣଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତା ମଝିରେ ଗୁଳି କରି ହତ୍ୟା କରାଯାଇଛି ମୋନୁ କଲ୍ୟାଣକୁ । ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟ ବର୍ଗିୟଙ୍କ ସେ ଥିଲେ ଘନିଷ୍ଠ ବନ୍ଧୁ । ଗୁରୁତର ମୋନୁ କଲ୍ୟାଣକୁ ହସ୍ପିଟାଲରେ ରାତି ୩ ଟା ସମୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଭୋର ପ୍ରାୟ ୩ଟା ସମୟରେ ଏମ୍ ଜି ରୋଡ ଅଂଚଳରେ ଏହି ହତ୍ୟା ଘଟଣା ଘଟିଛି । ସେ ମଧ୍ୟପ୍ରଦେଶ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ।ରାଲି ପ୍ରସ୍ତୁତ ସାରି ଭୋର ସମୟରେ ସେ ଫେରୁଥିବା ସମୟରେ ତାଙ୍କୁ ପ୍ରଥମେ ଚିମାନବାଗ ରାସ୍ତାରେ ହତ୍ୟାକାରୀମାନେ ଘେରି ଯାଇ ତାଙ୍କୁ ସେହି ସମୟରେ ହତ୍ୟା କରିଥିଲେ । କିନ୍ତୁ ସନ୍ଦେହ କରାଯାଉଛି ମୋନୁ ଟଙ୍କା ସୁଧ ଉପରେ ଦେଉଥିଲେ ତେଣୁ ତାଙ୍କୁ ସେ ସଂପୃକ୍ତ ନେଇ ମଧ୍ୟ ହତ୍ୟା କରାଯାଇଥାଇପାରେ । ଏବେ ଏନେଇ ବିଜେପି ସର୍ମଥକ ମାନେ ମୋନୁଙ୍କ ହତ୍ୟାକାରୀ ମାନଙ୍କୁ ଗିରଫ କରିବା ଦାବିରେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    72 %
    1.2kmh
    37 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ