Saturday, December 27, 2025
11.7 C
Odisha

    ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହାନ୍ତ । ଆଜି ବିଧିବଦ୍ଧ ଭାବେ ସାର୍ଟିଫିକେଟ୍ ନେଇଛନ୍ତି । ଆଜି ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ଏକାମାତ୍ର ପ୍ରାର୍ଥୀ ଥିଲେ । ଆଉ ନିର୍ବାଚନର ଆବଶ୍ୟକତା ପଡିନାହିଁ । କିନ୍ତୁ ବିଜେପିର ଦୁଇ ପ୍ରାର୍ଥୀ ନାମାଙ୍କନ କରିବା, ପରେ ପ୍ରତ୍ୟାହାର କରିବାକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.7 ° C
    11.7 °
    11.7 °
    57 %
    1.2kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    28 °
    Wed
    30 °

    ସମ୍ବନ୍ଧିତ