Wednesday, October 14, 2026
22.5 C
Odisha

    ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର : ଓଡ଼ିଶା ଆସିବେ ରାଷ୍ଟ୍ରପତି । ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୨୭ରେ ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ । ଏହି ଅବସରରେ ରାଇରଙ୍ଗପୁରର ୩ଟି ସ୍ଥାନରେ ଆୟୋଜିତ ହେବ ମେଗା ଚକ୍ଷୁ ଚିକିତ୍ସା ଶିବିର । ମହୁଲଡିହା ସ୍ଥିତ ‘ସଂଜୀବ ନେତ୍ରାଳୟ’, ଉପଖଣ୍ଡ ଚିକିତ୍ସାଳୟ ଏବଂ ମହତାବ ଭବନ ଠାରେ ଆୟୋଜିତ ହେବ ଏହି ଶିବିର । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆୟୋଜିତ ହେବାକୁ ଥିବା ଏହି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସେ ସାମିଲ ହେବେ ।

    ଅକ୍ଟୋବର ୨୬ ରୁ ୩୦ ତାରିଖ ଯାଏଁ ଚାଲିବ ଏହି ବୃହତ ଚକ୍ଷୁ ଚିକିତ୍ସା ଶିବିର ଚାଲିବ । ଶିବିରରେ ଦିଲ୍ଲୀରୁ ୧୦୦ରୁ ଅଧିକ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରିବେ । ଆବଶ୍ୟକତା ଅନୁସାରେ ରୋଗୀମାନଙ୍କୁ ଚକ୍ଷୁ ସମ୍ପର୍କିତ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨୮ରେ ଫେରିଯିବେ ରାଷ୍ଟ୍ରପତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ