Sunday, February 23, 2025
21.1 C
Odisha

    ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ, ଖୁବଶୀଘ୍ର ହୋଇପାରେ ବଡ ଘୋଷଣା

    ଆଗକୁ ପଢନ୍ତୁ

    ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ତାଙ୍କ ଘରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ ।ସୂଚନା ଅନୁସାରେ, ଦୁଇ ଦଳ ମଧ୍ୟରେ ହେବାକୁ ଯାଉଥିବା ମେଣ୍ଟର ରୂପରେଖ କଣ ରହିବ, ସେଥିପାଇଁ ବୈଠକରେ ଆଲୋଚନା ଚାଲିଛି । ବିଜେଡି ବିଜେପି ମେଣ୍ଟ ନେଇ ଧିରେ ଧିରେ ସ୍ପଷ୍ଟ ହେଉଛି ଚିତ୍ର । ଏଥିସହ ଗତ ନିର୍ବାଚନର ପରିସଂଖ୍ୟନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ମେଣ୍ଟକୁ ନେଇ ଦୁଇ ଦଳ ମଧ୍ୟରେ ଚାଲିଥିବା ଆଲୋଚନା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।ସେପଟେ ମେଣ୍ଟକୁ ନେଇ ବିଜେଡି ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ସବୁ ଆସପେକ୍ଟକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ୨୦୩୬ ମସିହାର ଆଭିମୁଖ୍ୟକୁ ଆଖି ଆଗରେ ରଖି ବିଜେଡି ତାର ନିଷ୍ପତି ନେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    27 %
    1.8kmh
    0 %
    Sun
    21 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ