Friday, January 30, 2026
17.9 C
Odisha

    ଗଛରେ ପିଟି ହୋଇ ୫୦ ଫୁଟ ଉପରକୁ ଉଠିଗଲା କାର

    ଆଗକୁ ପଢନ୍ତୁ

    ମାଲକାନଗିରି ମାଥିଲ ବ୍ଲକ ସିଙ୍ଗଲାବେଛା ଛକ ନିକଟରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା । ଗଛ ଖୁଣ୍ଟକୁ ପିଟିଲା କାର । ମାଲକାନଗିରିରୁ ଜୟପୁର ଅଭିମୁଖେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଗଛ ଖୁଂଟକୁ ପିଟି ୫୦ ଫୁଟ ଉପରକୁ ଉଠିଯାଇଥିଲା । ମୁଖ୍ୟରାସ୍ତକୁ ସଂଯୋଗ କରୁଥିବା ଏହି ଛକରେ ସକାଳୁ ସକାଳୁ ଏଭଳି ଦୁର୍ଘଟଣା ଘଟିଛି । କାରଟି ଦ୍ରୁତ ଗତିରେ ଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ତେବେ ଡ୍ରାଇଭର ଜଣଙ୍କ ଗାଡ଼ିରୁ ଛିଟିକି ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.9 ° C
    17.9 °
    17.9 °
    65 %
    2.1kmh
    45 %
    Thu
    17 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ