Sunday, April 12, 2026
31.2 C
Odisha

    ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି, ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ନିୟମନ୍ତ୍ରଣକୁ ଆସିନି ରାଉରକେଲାରେ ହଇଜା ସ୍ଥିତି । ହଇଜାରେ ଆଉ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ବେସରକାରୀ ଭାବେ ମୃତ୍ୟୁ ସଂଖା ୧୬ରେ ପହଞ୍ଚିିଛି । ମୃତକ ହେଉଛନ୍ତି କୁଆରମୁଣ୍ଡା ଅଞ୍ଚଳର ସୁବୋଧ ଟପ୍ପୋ । ଝାଡାବାନ୍ତିରେ ଗୁରୁତର ହୋଇ ସେ ଆଇଜିଏଚ୍ରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୬ ଥିବା ବେଳେ ହଇଜାରେ ୯ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ