Friday, May 17, 2024
36.4 C
Odisha

    ସୂର୍ଯ୍ୟଙ୍କ ଗରମ ପବନରେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ, ପୃଥିବୀ ଉପରେ କଣ ରହିବ ପ୍ରଭାବ

    ଆଗକୁ ପଢନ୍ତୁ

    ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଲୋକମାନେ ବସବାସ କରୁନାହାନ୍ତି । ସେଥିପାଇଁ ଏହି ଗ୍ରହରେ କିଛି ବି ଘଟଣା ଘଟିଲେ, ସେହି ଘଟଣାର ସୂଚନା ଲୋକମାନଙ୍କ ପାଖକୁ ଆସିବା ପାଇଁ କିଛି ସମୟ ଲାଗିଥାଏ । କିନ୍ତୁ ବୈଜ୍ଞାନିକମାନେ ଏହି ଗ୍ରହ ଗୁଡିକ ଉପରେ ନଜର ରଖିଥାନ୍ତି, ଯେ ସେଠାରେ କୌଣସି ପ୍ରକାରର କିଛି ଜିନିଷ ହେଲେ ତାକୁ ନେଇ ସମସ୍ତ ଲୋକଙ୍କ ପାଖକୁ ସୂଚନା ଦେଇ ପାରିବେ । ତେବେ ଏହି କିଛି ଦିନ ମଧ୍ୟରେ ମଙ୍ଗଳ ଗ୍ରହରେ କିଛି ଜ୍ୟୋତିଷ୍ୟ ବିଦ୍ୟା ସମ୍ବନ୍ଧୀୟ ଘଟଣା ଘଟିଛି । ସୂଚନା ମୁତାବକ, ସୂର୍ଯ୍ୟଙ୍କୁଠାରୁ ବାହାରୁଥିବା ଗରମ ପବନ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଏକ ବଡ ପରିବର୍ତ୍ତନ ଆଣିଛି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ ସଂପୂର୍ଣ୍ଣ କଥା ଜଣାଇବୁ । ଆପଣମାନେ ତ ଜାଣିଥିବେ ଯେ ମଙ୍ଗଳ ଗ୍ରହକୁ ରେଡ ପ୍ଲାନେଟ ବୋଲି କୁହାଯାଏ । ବୈଜ୍ଞାନିକମାନେ ଅନେକ ସମୟ ଧରି ଏହି ଗ୍ରହ ଉପରେ ରିସର୍ଚ୍ଚ କରୁଛନ୍ତି । ଏବେ ମଙ୍ଗଳ ଗ୍ରହ ଉପରେ ରିସର୍ଚ୍ଚ କରିବାରେ ଭାରତ ଏକ ବଡ ସଫଳତା ହାସଲ କରିଛି । ସେହିପରି ୨୦୨୨ ମସିହାରେ ଭାରତ ମଧ୍ୟ ମଙ୍ଗଳ ଗ୍ରହ ମିଶନକୁ ସଫଳତାର ସହ ସମାପ୍ତ କରିଥିଲା । ଏହି କିଛି ଦିନ ମଧ୍ୟରେ ମଙ୍ଗଳ ଗ୍ରହରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ସେହି ଖବର ଏପରି ରହିଛି ଯେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଗରମ ପବନ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଅନେକ ପରିବର୍ତ୍ତନ ଆଣିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ