Thursday, February 26, 2026
31.4 C
Odisha

    କୋଚିଂ ସେଣ୍ଟର ଯାଇପାରିବେନି ୧୬ ବର୍ଷରୁ କମ୍‌ ପିଲା; କେନ୍ଦ୍ର ସରକାର ଆଣିଲେ ଗାଇଡ଼ଲାଇନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଛତୁ ଫୁଟିଲା ଭଳି ଦେଶରେ କୋଚିଂ ସେଣ୍ଟର ଗୁଡ଼ିକ ଗଢି ଉଠିବାରେ ଲାଗିଛି। ଏଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ପଞ୍ଜୀକୃତ ହେବା ଆବଶ୍ୟକ। ସେହିପରି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ କିମ୍ବା ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ ଏବଂ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    13 %
    4.2kmh
    2 %
    Thu
    32 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ