Monday, October 13, 2025
21.7 C
Odisha

    ସାନିଆ ମିର୍ଜାଙ୍କ ସହ ସମ୍ପର୍କ ଖବରକୁ ନେଇ କ୍ଷୁବ୍ଧ କ୍ରିକେଟର ମହମ୍ମଦ ସାମୀ

    ଆଗକୁ ପଢନ୍ତୁ

    କ୍ରିକେଟର ମହମ୍ମଦ ସାମୀ ଓ ପୂର୍ବତନ ଷ୍ଟାର ଟେନିସ ଖେଳାଳୀ ସାନିଆ ମୀର୍ଜାଙ୍କ ବାହାଘର ଖବର ନେଇ ସବୁଠି ଚର୍ଚ୍ଚା । ଏହି ଚର୍ଚ୍ଚା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ସାମୀ । କାହାର ବ୍ୟକ୍ତିଗତ ଜୀବନକୁ ନେଇ ମିଛ ଖବର ପ୍ରଚାର କରିବା ଉଚିତ ନୁହେଁ ଓ ମିଛ ଆକାଉଣ୍ଟରେ ଯେଉଁଭଳି ଭାବେ ଫଟୋ ଏଡିଟ କରାଯାଉଛି ଏହା ନିନ୍ଦନୀୟ ବୋଲି କହିଛନ୍ତି । କାହାର ପରିବାର, ସମ୍ମାନକୁ ନେଇ ମିଛ ଖବର ପ୍ରସାରଣ ଉପରେ ରୋକ ଲଗାଯିବା ଜରୁରୀ ବୋଲି ନିଜ ମତାମତ ଦେଇଛନ୍ତି ।
    ସାନିଆଙ୍କ ପୂର୍ବ ସ୍ୱାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କଠୁ ଅଲଗା ହେବା ପରେ ମହମ୍ମଦ ସାମୀଙ୍କ ସହ ବାହାଘରକୁ ନେଇ ଭଳିକି ଭଳି ଖବର ଆସୁଛି । ସେପଟେ ସାମୀ ମଧ୍ୟ ବିବାହ ବିଚ୍ଛେଦ ପରେ କେବଳ ଖେଳରେ ଫୋକସ କରୁଥିବା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.7 ° C
    21.7 °
    21.7 °
    90 %
    0.9kmh
    13 %
    Mon
    29 °
    Tue
    29 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ