Saturday, April 19, 2025
34.9 C
Odisha

    ଚନ୍ଦନେଶ୍ୱର ଚଡ଼କ ମେଳାରେ ଜମୁଛି ଭକ୍ତଙ୍କ ଭିଡ଼, ଆସନ୍ତାକାଲି ଚନ୍ଦନେଶ୍ୱର ଓ କାମୀନାଙ୍କ ବିବାହ ଉତ୍ସବ

    ଆଗକୁ ପଢନ୍ତୁ

    ବାଲେଶ୍ୱର ଭୋଗରାଇ ସ୍ଥିତ ବାବା ଚନ୍ଦନେଶ୍ୱର ଚଡ଼କ ମେଳାରେ ଜମୁଛି ଭକ୍ତଙ୍କ ଭିଡ଼ । ଗତକାଲି ମହାଦେବ ଶିବଙ୍କ ବିବାହ ପାଇଁ ସ୍ୱୀକୃତି ପର୍ବ ଅନୁଷ୍ଠିତ ହୋଇଥିଲା । ଚନ୍ଦନେଶ୍ୱରଙ୍କ ପାରମ୍ପରିକ ବାଦ୍ୟରେ ତାଳେ ତାଳେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ ଓ ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କାଙ୍କ ସମେତ ହଜାର ହଜାର ଭକ୍ତ ଭଟ୍ଟପୁର ଗାଁରେ ଥିବା କାମନା ମନ୍ଦିରକୁ ଯାଇଥିଲେ ।

    ସେଠାରେ ଆସନ୍ତାକାଲି ହେବାକୁ ଥିବା ବିବାହ ପାଇଁ ସ୍ୱୀକୃତି କାମ ଶେଷ ହୋଇଥିଲା । ଏହା ପରେ ବାଡ଼ସରିସା ଗାଁର କାଳୀମଣ୍ଡପଠାରେ ବେକଡା ପକାଇବା ପରେ ବିଶେଷ ପୂଜାର୍ଚ୍ଚନା କରାଯାଇ ପୀଠରେ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଆସନ୍ତାକାଲି ଚନ୍ଦନେଶ୍ୱର ଓ କାମିନାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଦେବ ଦମ୍ପତିଙ୍କ ବିବାହ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଶାନ୍ତିଶୃଙ୍ଖଳାର ସହ ବିବାହ ଉତ୍ସବ ସମ୍ପନ୍ନ ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.9 ° C
    34.9 °
    34.9 °
    24 %
    1.4kmh
    96 %
    Sat
    36 °
    Sun
    42 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ