Friday, April 3, 2026
39 C
Odisha

    ପୋଲତଳୁ ନାବାଳକର ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ପୋଲ ତଳୁ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ଛେଚି ତାକୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ ବୋଲି ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ