Monday, September 28, 2026
30.3 C
Odisha

    ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍, ପୁଲିସ୍ ତଦନ୍ତ ଜାରି

    ଆଗକୁ ପଢନ୍ତୁ

    ବେଲପାହାଡ଼: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଏକ ସନ୍ଦିଗ୍ଧ ଡ୍ରୋନ୍ ପଡ଼ିଛି। ଏହି ଡ୍ରୋନ୍ କାହାର ତାହା ଜଣାପଡ଼ିନି। ଏନେଇ ବେଲପାହାଡ଼ ‌ପୁଲିସ୍ ପକ୍ଷରୁ ସାଂସଦଙ୍କ ଘରେ ତଦନ୍ତ ଜାରି ରହିଛି। ଡ୍ରୋନ୍‌କୁ ନେଇ ସୁରେଶ ପୂଜାରୀ ସନ୍ଦେହ ପ୍ରକାଶ କରିଛନ୍ତି।

    ବେଲପାହାଡ଼ସ୍ଥିତ ଗାନ୍ଧିଛକ ଆମ୍ବଝର ନିକଟସ୍ଥ ଭଡ଼ା ଘର ପରିସରରେ ଡ୍ରୋନ୍ ଖସିବା ପରେ ସୁରେଶ ଏସ୍‌ପିଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଡ୍ରୋନ୍‌କୁ କିଏ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲା ସେ ନେଇ ସୁରେଶ ପୂଚାରୀ ସନ୍ଦେହ ପ୍ରକଟ କରିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ