Wednesday, September 30, 2026
28.2 C
Odisha

    ୨୦୨୪ ନିର୍ବାଚନରେ ବିଜେଡି ଜିତିବ ୧୨୮ ବିଧାନସଭା ଆସନ: ସର୍ଭେ

    ଆଗକୁ ପଢନ୍ତୁ

    ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ । ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ । କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି । ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି । ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି । ଏମିତି କହୁଛି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ ।
    ସର୍ଭେ ଅନୁସାରେ ବିଜେପି ବିଜେପି ୧୩, କଂଗ୍ରେସ ୪, ସିପିଏମ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବିଧାନସଭା ଆସନରେ ବିଜୟୀ ହେବେ ନେଇ ରିପୋର୍ଟ ପ୍ରକାଶ ପାଇଛି । ୧୭ଟି ଲୋକସଭା ଆସନରେ ବିଜେଡି ସମସ୍ତ ୭ଟି ବିଧାନସଭା ଆସନ ଏବଂ ଅବଶିଷ୍ଟ ୪ଟି ଲୋକସଭା ଆସନରୁ ଦଳ ୨ରୁ ୩ଟି ଲେଖାଏଁ ବିଧାନସଭା ଆସନ ଜିତିବ । ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ଯଗୁଡ଼ିକରେ ଏହି ସର୍ଭେ କରାଯାଇଥିଲା । ଏବେ ୱାନ ନେସନ- ୱାନ ଇଲେକ୍ସନ ବା ଗୋଟିଏ ଦେଶ- ଗୋଟିଏ ନିର୍ବାଚନ କଥା ଉଠୁଥିବା ବେଳେ ଓଡ଼ିଶାରେ ୨୦୦୪ ମସିହାରୁ ଏହି ଧାରାରେ ନିର୍ବାଚନ ହୋଇ ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ