Thursday, March 12, 2026
25.8 C
Odisha

    ରାଜ୍ୟରେ ଘୋଡ଼ାଗଲା ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାଧାରଣ ନିର୍ବାଚନପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ନସରିବା ପର୍ଯ୍ୟନ୍ତ ହୋଇପାରିବନି ସରକାରୀ ଯୋଜନାର ବିଜ୍ଞାପନ । ଏଥିପାଇଁ ରାଜ୍ୟରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଘୋଡା ଯାଉଛି । କଲେକ୍ସନରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ଯ ସରକାରଙ୍କ ପକ୍ଷରୁ ଲାଗିଥିବା ବିଜ୍ଞାପନ ହୋର୍ଡିଂକୁ ଘୋଡ଼ାଇ ଦିଆଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ କୌଣସି ସରକାରୀ ଯୋଜନାର ପ୍ରଚାର କିମ୍ବା ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ବିଜ୍ଞାପନ ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ଯର ବିଭିନ୍ନ ଛକ, ବଜାର, ରାସ୍ତାରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂଗୁଡ଼ିକ ଘୋଡ଼ାଇ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ