Tuesday, November 4, 2025
20.3 C
Odisha

    ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା, କ୍ଷତାକ୍ତ ଅବସ୍ଥାରେ ବିଲରୁ ମିଳିଲା ମୃତଦେହ

    ଆଗକୁ ପଢନ୍ତୁ

    କୋରାପୁଟ ନାରାୟଣପାଟଣା ଥାନା ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ବିଲରେ ମୃତଦେକୁ ପୋତିଦେଲେ ଦୁର୍ବୃତ୍ତ । ମୃତକ ହେଲେ ଶିଙ୍ଗୁରୁ ତାଡିଙ୍ଗି । ରାତିରେ ବିଲକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ସକାଳ ଯାଏ ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ତେବେ ବିଲରେ ଏକ ଗାତରୁ ତାଙ୍କର କ୍ଷତବିକ୍ଷତ ଅବସ୍ଥାରେ ମୃତହେଦ ମିିଳିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀପୁର ଏସଡିପିଓ, ନାରାୟଣପାଟଣା ପୋଲିସ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20.3 ° C
    20.3 °
    20.3 °
    78 %
    1.7kmh
    77 %
    Tue
    21 °
    Wed
    27 °
    Thu
    28 °
    Fri
    28 °
    Sat
    27 °

    ସମ୍ବନ୍ଧିତ