Sunday, December 28, 2025
25.4 C
Odisha

    ସାପ କାମୁଡ଼ାରେ ଚାଲିଗଲା ବାପ ଝିଅଙ୍କ ଜୀବନ

    ଆଗକୁ ପଢନ୍ତୁ

    ବୌଦ୍ଧ : ସାପ କାମୁଡ଼ାରେ ଚାଲିଗଲା ବାପ-ଝିଅଙ୍କ ଜୀବନ । ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ବାପା ସୁଶାନ୍ତ କହଁର ଓ ଝିଅ ଲିଲି ଶୋଇଥିବାବେଳେ ଏକ ସାପ କାମୁଡ଼ି ଦେଇଥିଲା । ଦୁଇ ଜଣଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାପା-ଝିଅଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    20 %
    1.9kmh
    0 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ