Saturday, January 24, 2026
18.4 C
Odisha

    କଟକରେ ଏକ ଆପାର୍ଟମେଂଟରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା

    ଆଗକୁ ପଢନ୍ତୁ

    କଟକ : କଟକରେ ଅଗ୍ନିକାଣ୍ଡ । ପିଠାପୁର ମୁନ ଲାଇଟ ଲେନ ରେ ଥିବା ଏକ ଆପାର୍ଟମେଂଟରେ ଅଗ୍ନିକାଣ୍ଡ । ବାଣ କିମ୍ବା ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଆପାର୍ଟମେଂଟରେ ପ୍ରଥମ ମହଲାର ଦୁଇଟି ବଖରା ରେ ଥିବା ଆସବାପତ୍ର ଓ ଦୋକାନ ର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

    ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବା ନେଇ ଆକଳନ କରଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ର ଦୁଇଟି ଟିମ ପହଁଚି ନିଆଁ କୁ ଆୟତ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.4 ° C
    18.4 °
    18.4 °
    29 %
    1.7kmh
    0 %
    Sat
    18 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ