Saturday, October 3, 2026
23 C
Odisha

    ଇଟାଭାଟିରେ ଗଲା ୪ଜଣଙ୍କ ଜୀବନ

    ଆଗକୁ ପଢନ୍ତୁ

    ଇଟାଭାଟିରେ ଚାଲିଗଲା ଶ୍ରମିକଙ୍କ ଜୀବନ । ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଶ୍ରମିକଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁଥିବା ସୂଚନା ମିଳିଛି । ଢେଙ୍କାନାଳ କଂଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳରେ ବେଆଇନ୍ ଭାବେ ଇଟାଭାଟି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ