Saturday, October 10, 2026
24.5 C
Odisha

    କୁନିକୁନି ଅନାଥ ଶିଶୁଙ୍କ ଗହଣରେ ନିଜ ଜନ୍ମଦିନ ପାଳିଲେ ଏସ୍‌ଡିପିଓ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଅନାଥ ଶିଶୁମାନଙ୍କ ସହିତ ଜନ୍ମଦିନର ଗୁରୁତ୍ବପୂର୍ଣ୍ଣ ସମୟକୁ ଅତିବାହିତ କରିଛନ୍ତି। ସ୍ୱାଗତ ସଙ୍ଗୀତ ସହ ସଙ୍ଗୀତର ତାଳେ ତାଳେ କୁନିକୁନି ଶିଶୁମାନେ ଜନ୍ମଦିନ ଶୁଭେଛା ସଙ୍ଗୀତ ମଧ୍ୟ ଗାନ କରିଥିଲେ। କିଛି ସମୟ ପିଲାଙ୍କ ଗହଣରେ କଟିବା ସହ ତାଙ୍କୁ ମିଷ୍ଟାନ୍ନ ଏବଂ ବିସ୍କୁଟ ବଣ୍ଟନ କରି ଜୀବନରେ ଆଗକୁ ବଢ଼ାଇବା ଏବଂ ଜଣେ ଜଣେ ସୁନାଗରିକ ହେବା ନିମନ୍ତେ ପ୍ରେରଣା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ