Thursday, March 26, 2026
30.8 C
Odisha

    ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ

    ଆଗକୁ ପଢନ୍ତୁ

    ୨୦୨୪ ଫେବୃଆରୀ ମାସର ଜିଏସଟି ଆଦାୟ ରିପୋର୍ଟ ପ୍ରକାଶ ପାଇଛି । ଫେବୃଆରୀ ମାସରେ ୧୨.୫ ପ୍ରତିଶତ ବଢିଛି ଜିଏସଟି ଆଦାୟ । ଏହି କ୍ରମରେ ଫେବୃଆରୀ ମାସରେ ମୋଟ ୧,୬୮,୩୩୭ କୋଟି ଟଙ୍କା ଆଦାୟ କରାଯାଇଛି । ଅର୍ଥମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଜିଏସଟି କଲେକସନ ରିପୋର୍ଟ ମୁତାବକ ମୋଟ ୧.୬୮ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଛି । ଫେବୃଆରୀ ୨୦୨୩ ତୁଳନାରେ ଏହା ୧୨.୫ ପ୍ରତିଶତ ଅଧିକ । ଜିଏସଟି ଆଦାୟର ଏଭଳି ବୃଦ୍ଧି ଭିତରେ ଘରୋଇ କାରବାରରୁ ଜିଏସଟି ଆଦାୟ ୧୩.୯ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଦ୍ରର୍ବ୍ୟର ଆମଦାନୀ ଉପରେ ଜିଏସଟି ଆଦାୟ ୮.୫ ପ୍ରତିଶତ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ