Monday, March 30, 2026
37.6 C
Odisha

    କୋଳରେ ଲାପଟପ୍ ରଖି କାମ କରୁଛନ୍ତି କି? ମାଡି ଆସିବ ରୋଗ

    ଆଗକୁ ପଢନ୍ତୁ

    ନିଜ କୋଳରେ ଲାପଟପ୍ ରଖି ବ୍ୟବହାର କରିବା ଏକ ସାଧାରଣ କଥା ହୋଇଗଲାଣି, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ ଧରି ଘରେ ବେଡରେ ବସି ଆରାମରେ କାମ କରୁଥିବା ଦେଖୁଥିବେ। ଯଦି ଆପଣ ମଧ୍ୟ ନିଜ କୋଳରେ ଲାପଟପ୍ ଧରି କାମ କରୁଛନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତରେ ପକାଇପାରେ। ଯଦି ଆପଣଙ୍କ କୋଳରେ ଲାପଟପ୍ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କି କ୍ଷତି କରିପାରେ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

    ଅବଶ୍ୟ, କୋଳରେ ଲାପଟପ୍ ରଖି ବେଡରେ କାମ କରିବା କ୍ଷଣିକ ପାଇଁ ଆରାମ ଦେଇପାରେ। କିନ୍ତୁ ଦୁଇ ମିନିଟର ବିଶ୍ରାମ ଭବିଷ୍ୟତରେ କେତେ ବଡ ସମସ୍ୟା ଆଣିପାରେ ତାହା କେହି କଳ୍ପନା କରିପାରିବେ ନାହିଁ।

    ଚର୍ମ ରୋଗ: ଲାପଟପରୁ ବାହାରୁଥିବା ଗରମ ପବନ ଚର୍ମରେ ଉତ୍ତେଜନା ସୃଷ୍ଟି କରିପାରେ, ଯାହାକୁ ଟୋଷ୍ଟେଡ୍ ସ୍କିନ୍ ସିଣ୍ଡ୍ରୋମ କୁହାଯାଏ।
    ଫର୍ଟିଲିଟି ଉପରେ ପ୍ରଭାବ: ଲାପଟପ୍ ରୁ ବାହାରୁଥିବା ଗରମ ପବନ ପୁରୁଷମାନଙ୍କର ଫର୍ଟିଲିଟି କାଉଣ୍ଟ ଏବଂ ଗୁଣ ହ୍ରାସ କରିପାରେ।
    ପିଠି ଯନ୍ତ୍ରଣା: ଆପଣ କୋଳରେ ରଖି ଲାପଟପ୍ ବ୍ୟବହାର କରିବାରେ ଏଥିରେ ପିଠି ଯନ୍ତ୍ରଣା ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    37.6 ° C
    37.6 °
    37.6 °
    15 %
    1.5kmh
    43 %
    Mon
    38 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ