Friday, October 18, 2024
27.3 C
Odisha

    ଆପଣଙ୍କ ପରିଶ୍ରାର ରଙ୍ଗ ଖୋଲିବ ଆପଣଙ୍କ ଶରୀରର ସବୁ ରହସ୍ୟ , ଜାଣନ୍ତୁ କିପରି….

    ଆଗକୁ ପଢନ୍ତୁ

    ଏହି ସଂସାରରେ ସବୁ ମନୁଷ୍ୟ ଓ ଜିବିତ ପ୍ରାଣୀ ପାଣି ପିଇକରି ନିଜର ଜୀବନ ବଞ୍ଚନ୍ତି , ପାଣି ପିଇବା ସମସ୍ତଙ୍କ ପାଇଁ ଅନିର୍ବାର୍ଯ୍ୟ ଅଟେ , ବିନା ପାଣିରେ ଏହି ପୃଥିବୀରେ ଜୀବନ ଅସମ୍ଭବ , ଏହା ଛଡା ଆମେ ସମସ୍ତେ ଜାଣିଛେ କି ମନୁଷ୍ୟ ଶରୀରରେ ଅତିରିକ୍ତ ପାଣି ମୁତ୍ର ଆକାରରେ ଶରୀରରୁ ବାହାରିଯାଇଥାଏ , ମନୁଷ୍ୟର ମୁତ୍ର ରଙ୍ଗ ବହୁତ ସାରା ରହସ୍ୟ ଖୋଲି ଥାଏ , ଆଜି ଆମେ ଏହି ଆର୍ଟିକିଲ୍ ରେ କହିବୁ କି ମୁତ୍ରର ରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କିପରି ସଙ୍କେତ ଦେଇଥାଏ , ଆସନ୍ତୁ ଜାଣିବା ସେହି ବିଷୟରେ ।
    ମନୁଷ୍ୟର ପରିଶ୍ରା ରଙ୍ଗ ଶରୀରରେ ଲାଗୁଥିବା ରୋଗ ଅନୁସାରେ ବଦଳିଥାଏ , ଏହି କଥା ସମସ୍ତେ ଜାଣିଛେ କି ପରିଶ୍ରା ସିଧା ମନୁଷ୍ୟର ପେଟରୁ ହୋଇଥାଏ , ଯଦି ପେଟ ଆପଣଙ୍କ ଖରାପ ହୋଇଥାଏ , ତେବେ ଏହା ହଳଦିଆ ରଙ୍ଗର ମୁତ୍ର ବାହାରିଥାଏ , ଏହା ଛଡା ବହୁତ ସାରା ମନୁଷ୍ୟକୁ ପେଟ ଛଡା ଗୁର୍ଦା ସହ ଯୋଡି ହୋଇଥିବା ରୋଗ ଆସିଯାଇଥାଏ , ତାଙ୍କ ପରିଶ୍ରାର ରଙ୍ଗ ସାମାନ୍ୟ ରହେ ନାହିଁ , ଓ ହଳଦିଆ ହୋଇଯାଏ , ଏହି ହଳଦିଆ ରଙ୍ଗର ପରିଶ୍ରାରୁ ଆମକୁ ଜଣାପଡିଯାଏ କି ଆମ ଶରୀରରେ ହେଲଥ ଲେବୁଲ୍ କେଉଁ ପର୍ଯ୍ୟନ୍ତ ଅଛି , ମାନେ ପରିଶ୍ରାର ରଙ୍ଗରୁ ଆମେ ଜାଣି ପାରୁ କି ଆମ ସ୍ୱାସ୍ଥ୍ୟର ମାପ କିପରି ଅଟେ , ଯଦି ଆପଣଙ୍କ ପରିଶ୍ରାର ରଙ୍ଗ ବଦଳିଯାଏ ତେବେ ତଳେ ଏହି ସଙ୍କେତକୁ ପଢନ୍ତୁ , ଓ ଏଠାରୁ ନିର୍ଦ୍ଧାରିତ କରିପାରିବେ କି କଣ କରିବାର ଅଛି ।
    ବହୁତ ଲୋକଙ୍କ ପରିଶ୍ରା ହଳଦିଆ ରଙ୍ଗର ହେଇଯାଇଥାଏ , ଏହାର ମତଲବ ଏହା କି ପେଟରେ ପାଣିର ଅଭାବ ହୋଇଛି , ଯାଦି ଆପଣ ଭଲ ଭାବେ ପାଣି ପିଇବେ ତେବେ ଏହି ହଳଦିଆ ରଙ୍ଗର ପରିଶ୍ରା ଧୀରେ ଧୀରେ ଆଗ ଭଳି ହୋଇଯିବ । ଯଦି ଆପଣଙ୍କୁ କେଉଁ ଗାଢ ହଳଦିଆ ରଙ୍ଗର ପରିଶ୍ରା ହେଉଛି ତେବେ ଏହା ଆପଣଙ୍କ ପାଇଁ ବିପଦର ସଙ୍କେତ ହୋଇପାରେ , ଗାଢ ହଳଦିଆ ରଙ୍ଗର ପରିଶ୍ରା ଏହା ସଙ୍କେତ ଦିଏ କି ଯେବେ ମଣିଷର ଲିଭର କେଉଁ ପ୍ରକାର ସମସ୍ୟାରେ ଆସିଯାଇଥାଏ , ଏହାକୁ ହେପାଟାଇଜ୍ ରୋଗ ଘେରି ନେଇଥାଏ , ଏମିତିରେ ଆପଣଙ୍କୁ ତୁରନ୍ତ କେଉଁ ଭଲ ଡାକ୍ତରଙ୍କୁ ଦେଖା କରିବାର ଅଛି ।
    ଯଦି ଆପଣଙ୍କ ପରିଶ୍ରା ରଙ୍ଗ ଯେବେ ଧଳା ହୋଇଯାଏ ତେବେ ଏହାର ମତଲବ ଏହା କି ଆପଣଙ୍କ କିଡନୀରେ ପଥର କିମ୍ବା ଷ୍ଟୋନ୍ ହୋଇଯାଇଛି , କିମ୍ବା ଆପଣଙ୍କ ଶରୀରରେ ବ୍ୟାକ୍ଟେରିଆ ମାତ୍ରା ଅଧିକ ହୋଇଯାଇଛି , ଏହାର କାରଣ ମୁତ୍ରର ମାର୍ଗରେ କେଉଁ ପ୍ରକାରର ସଂକ୍ରମଣ ହେବାର ଦେଖାଯାଏ , ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ । ଯଦି ଆପଣଙ୍କୁ ହାଲକା ଗୋଲାପୀ କିମ୍ବା ଲାଲ ରଙ୍ଗର ପରିଶ୍ରା ହେଉଥାଏ ତେବେ ଏହାର କାରଣ ହୋଇପାରେ କି ଆପଣ ଷ୍ଟେବେରି ପରି ଜିନିଷ ଖାଇ ଥିବେ , ଏହା ଛଡା ଯଦି ଆପଣଙ୍କୁ ସବୁ ଦିନ ଏକା ରଙ୍ଗର ପରିଶ୍ରା ହେଉଛି ତେବେ ଏହା ବିପଦର ଆଶଙ୍କା ରହୁଛି , ଏହା ଜଣାଇଥାଏ କି ଆପଣଙ୍କ ଶରୀରରେ ରକ୍ତ କୋଷିକାଗୁଡିକ ଖରାପ ହୋଇଯାଇଛି , ଓ ରକ୍ତରେ ମିଶ୍ରିତ ହୋଇ ପରିଶ୍ରା ଆକାରରେ ବାହାରକୁ ବାହାରୁଛି , ଏଥିପାଇଁ ଏହା ଜୀବନ ପ୍ରତି ବିପଦ ସୃଷ୍ଟୀ କରିପାରେ । ବହୁତଥର ଡାକ୍ତର ଆମକୁ ଏମିତି ଷ୍ଟ୍ରଙ୍ଗ୍ ମେଡିସିନ୍ ଦେଇଥାନ୍ତି କି ଆମ ପରିଶ୍ରା ର ରଙ୍ଗ ନାରଙ୍ଗୀ ହୋଇଯାଇଥାଏ , ଏହା ଛଡା ଯେଉଁ ମଣିଷ ଗାଜର ଖାଇଥାଏ କିମ୍ବା ତାହାର ରସ ପିଇଥାଏ , ତାହାର ମୁତ୍ର ର ରଙ୍ଗ ନାରଙ୍ଗୀ ହୋଇଯାଏ , ଏଥିରେ ଆପଣଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    86 %
    1.4kmh
    93 %
    Fri
    25 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ