Tuesday, September 9, 2025
25.2 C
Odisha

    ପୁରୀରେ ହବିଷ୍ୟାଳିଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ହବିଷ୍ୟାଳିଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି । ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯିବ । ରହଣୀରେ ଅସୁବିଧା ହେଲେ ହେଲ୍ପ ଲାଇନ ମାଧ୍ୟମରେ ଜଣାଇପାରିବେ ହବିଷ୍ୟାଳୀ । ହବିଷ୍ୟାଳୀଙ୍କ ରହଣୀଠାରୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଶୃଙ୍ଖଳିତ କରାଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
    କାର୍ତ୍ତିକ ମାସରେ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଆଗକୁ ଆହୁରି ଶୃଙ୍ଖଳିତ ବ୍ୟବସ୍ଥା କରାଯିବ । କାଲିଠାରୁ ଆରମ୍ଭ ହେବ ମହା କାର୍ତ୍ତିକ ବ୍ରତ । ଚଳିତ ବର୍ଷ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଓ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    88 %
    1.7kmh
    100 %
    Tue
    25 °
    Wed
    31 °
    Thu
    33 °
    Fri
    31 °
    Sat
    29 °

    ସମ୍ବନ୍ଧିତ