Saturday, June 13, 2026
28.8 C
Odisha

    ରାଜ୍ୟର ନୂଆ ସୂଚନା କମିଶନର ହେଲେ ଜଗନ୍ନାଥ ରଥ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜଗନ୍ନାଥ ରଥ ହେଲେ ରାଜ୍ୟର ନୂଆ ସୂଚନା କମିଶନର । ଏ ନେଇ ରାଜ ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନଜୀବୀ ଭାବେ ତାଙ୍କର ୨୫ବର୍ଷର ଅଭିଜ୍ଞତା ରହିଛି। ସେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ ପୁଅ । ସେ ଅନେକ ବର୍ଷ ଧରି ଓଡିଶା ରାଜସ୍ୱ ବୋର୍ଡର ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏଥିସହ ଶ୍ରୀମନ୍ଦିରର ମଧ୍ୟ ଅବୈତନିକ ଆଇନ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    61 %
    3kmh
    26 %
    Sat
    28 °
    Sun
    39 °
    Mon
    41 °
    Tue
    42 °
    Wed
    43 °

    ସମ୍ବନ୍ଧିତ