Saturday, September 19, 2026
27.5 C
Odisha

    ବାଣୀବିହାର ରେଳଧାରଣା କଡ଼ରେ କ୍ଷତାକ୍ତ ମୃତଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ରେଳଧାରଣାରେ ଜଣଙ୍କ ଜୀବନ ଯାଇଛି। ରେଳଧାରଣାରେ ପଡ଼ିଛି ଅଜଣା ଅଚିହ୍ନା ମୃତଦେହ। ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ