Monday, May 25, 2026
28.8 C
Odisha

    ଆଜିଠାରୁ ଆରମ୍ଭ ହେଉଛି ଜଗନ୍ନାଥ ଏକ୍ସପ୍ରେସ । ସଂଧ୍ୟା ୫ଟାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଆଜିଠାରୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ । ପରବର୍ତି ପର୍ଯ୍ୟାୟରେ ପ୍ରତି ପଂଚାୟତରୁ ପୁରୀକୁ ଗଡିବ ବସ୍ । ଏନେଇ ପଞ୍ଚାୟତ ରାଜ ବିଭାଗକୁ ଚିଠି ହୋଇଛି । ୨୧ ତାରିଖରୁ ପ୍ରତି ପଞ୍ଚାୟତରୁ ବାହାରିବ ବସ୍ । ଯାତ୍ରୀଙ୍କୁ ନେଇ ପୁରୀ ଯିବ ବସ୍ । ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରୁଛନ୍ତି । ଆଜି ସନ୍ଧ୍ୟା ୫ଟାରେ ଜଗନ୍ନାଥ ଏକ୍ସପ୍ରେସ୍ ଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    67 %
    2.8kmh
    28 %
    Mon
    29 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ