Friday, March 27, 2026
31.5 C
Odisha

    ଖୋଲୁଛି ଗୁମର; ଯୁବତୀଙ୍କୁ ନ୍ୟୁଡ୍‌ କଲ୍‌ରେ ସାମିଲ୍‌ କରୁଥିଲେ ବୁଖାରୀ

    ଆଗକୁ ପଢନ୍ତୁ

    କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀଙ୍କ ପୁଣି ଏକ ନୂଆ ସଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଯୁବତୀଙ୍କୁ ହନିଟ୍ରାପ୍‌ରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ଏ ନେଇ ସେ ନିଜେ ଆପ୍‌ ତିଆରି କରିଥିଲେ। ଏହି ଆପ୍‌ ଜରିଆରେ ସେ ଯୁବତୀଙ୍କ ସହ ଆଲୋଚନା କରୁଥିଲେ। ପରେ ନ୍ୟୁଡ୍‌ କଲ୍‌ରେ ସାମିଲ ହେଉଥିବା ଯୁବତୀଙ୍କଠାରୁ ମୋଟା ଅଙ୍କର କମିସନ ନେଉଥିଲେ। ଏହା ସହ ଓଡ଼ିଶାର ୨ ଯୁବତୀଙ୍କ ସହ ବୁଖାରୀ ସମ୍ପର୍କରେ ଥିଲେ। ତାଙ୍କର ୯ଟି ବ୍ୟାଙ୍କ ଆକାଉଣ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ