Monday, April 13, 2026
40.8 C
Odisha

    KIITରେ ଜାତୀୟ ବିଜ୍ଞାନ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : KIIT ରେ ଜାତୀୟ ବିଜ୍ଞାନ ଦିବସ ପାଳିତ । ଏଥିରେ ସିଭି ରମଣ ଡିସସେମିନେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିଟ ବିଶ୍ବବିଦ୍ୟାଳୟ ଓ ସିଭି ରମଣ ଫାଉଣ୍ଡେସନ ସହଯୋଗରେ ଏହି କାର୍ଯ୍ଯକ୍ରମ ହୋଇଛି । କିଟ ବିଶ୍ବବିଦ୍ଯାଳୟ ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ କିଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ ଯୋଗ ଦେଇଥିଲେ ।

    ଏହି ଅବସରରେ ଭାବା ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇର ପୂର୍ବତନ ବୈଜ୍ଞାନିକ ପ୍ରଫେସର ଅଶୋକ ଦାସଙ୍କୁ ବିଜ୍ଞାନ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ପ୍ରଫେସର ତୁଷାର ସୁଦର୍ଶନ ମିଶ୍ରଙ୍କୁ ବିଜ୍ଞାନ ପ୍ରଦୀପ ସମ୍ମାନ, ଆଇଟିର ସହକାରୀ ପ୍ରାଧ୍ୟାପକ ଡ. ସଞ୍ଜୟ ପଣ୍ଡାଙ୍କୁ ବିଜ୍ଞାନ ପ୍ରଦୀପ ସମ୍ମାନ ପ୍ରଦାନ କରାଯାଇଛି । ଏମସ କଲ୍ୟାଣୀର ପ୍ରଥମ ବର୍ଷର ଏମବିବିଏସ ଛାତ୍ର ଅରବିନ୍ଦ ସାହୁଙ୍କୁ ସିଭିରମଣ ଛାତ୍ର ମେଧା ପୁରସ୍କାର ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ