Saturday, July 27, 2024
24.8 C
Odisha

    ସବୁଥିରେ ଆଗରେ ରହନ୍ତି ଏହି ଅକ୍ଷର ନାମଧାରୀ ବ୍ୟକ୍ତି

    ଆଗକୁ ପଢନ୍ତୁ

    କାହାର ନାମରୁ ତା’ ବିଷୟରେ ବହୁତ କିଛି ଅନୁମାନ କରାଯାଇପାରେ । ଏହି କାରଣରୁ ମାତାପିତା ନିଜ ପିଲାଙ୍କ ନାମ ରଖିବା ଲାଗି ଖୁବ୍ ରିସର୍ଚ୍ଚ କରିଥାନ୍ତି । ଆପଣ ନିଜ ପିଲାର ନାମ ପି (P) ଅକ୍ଷରରେ ରଖିପାରିବେ । ଏହି ଅକ୍ଷର ନାମଧାରୀ ବ୍ୟକ୍ତି ସବୁ କାମରେ ଆଗରେ ରହିଥାନ୍ତି । ଆପଣ ନିଜ ଝିଅ ନାମ ପାବନୀ ରଖିପାରିବେ । ଏହି ନାମର ଅର୍ଥ ହୋଇଥାଏ ପବିତ୍ର । ଏହା ବ୍ୟତିତ ପାକ୍ଷୀ ନାମ ବି ଦେଇପାରିବେ । ଏହାର ଅର୍ଥ ହୋଇଥାଏ ପକ୍ଷୀ । ଏହା ବ୍ୟତିତ ପଲାକ୍ଷୀ ନାମ ବି ରଖିପାରିବେ । ଏହାର ଅର୍ଥ ସ୍ୱଚ୍ଛ ଅର୍ଥାତ୍ ଧଳା ।
    ଆପଣ ଝିଅର ନାମ ପ୍ରାଂଶୀ ବି ରଖିପାରିବେ । ଏହା ମାତା ଲକ୍ଷ୍ମୀଙ୍କ ଅନ୍ୟ ଏକ ନାମ । ଏହା ବ୍ୟତିତ ପ୍ରାଞ୍ଜଳୀ ମଧ୍ୟ ଅନ୍ୟ ଏକ ଭଲ ନାମ । ଏହାର ଅର୍ଥ ସ୍ୱାଭିମାନୀ । ଝିଅର ନାମ ପ୍ରଜ୍ଞା ବି ରଖିପାରିବେ । ଏହା ଦେବୀ ସରସ୍ୱତୀଙ୍କ ଅନ୍ୟ ଏକ ନାମ ।ସେହିପରି ଆପଣ ପୁଅର ନାମ ପଲ୍ଲବ ରଖିପାରିବେ । ଏହାର ଅର୍ଥ କଅଁଳ ପତ୍ର । ସେହିପରି ପ୍ରଖର ନାମ ବି ଦେଇପାରିବେ ଯାହାର ଅର୍ଥ ତେଜ୍ ବା ଦ୍ରୁତ । ପ୍ରଜେଶ ବି ଆପଣଙ୍କ ପୁଅ ପାଇଁ ଏକ ଭଲ ନାମ । ଏହି ନାମର ଅର୍ଥ ସମସ୍ତଙ୍କ ଜୀବଜଗତର ସ୍ୱାମୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ