Tuesday, March 3, 2026
19.4 C
Odisha

    ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ଓକିଲ ସଂଘର ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ଗତକାଲି ବରଗଡ଼ ପରେ ଆଜି ବରପାଲିରେ ବନ୍ଦ ପାଳନ । ବରପାଲି ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଛି । ଯଦି ପଦ୍ମପୁର ଜିଲ୍ଲା ହେବ ତେବେ ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ବନ୍ଦ ପାଳନ ହେଉଛି । ଏପରି ନହେଲେ ଆଗାମୀ ଦିନରେ ସରକାରଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    33 %
    1.5kmh
    7 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ