Sunday, March 16, 2025
39.4 C
Odisha

    ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ଓକିଲ ସଂଘର ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ଗତକାଲି ବରଗଡ଼ ପରେ ଆଜି ବରପାଲିରେ ବନ୍ଦ ପାଳନ । ବରପାଲି ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି । ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଛି । ଯଦି ପଦ୍ମପୁର ଜିଲ୍ଲା ହେବ ତେବେ ବିଜେପୁର ଓ ବରପାଲିକୁ ନମିଶାଇବାକୁ ଦାବି କରି ବନ୍ଦ ପାଳନ ହେଉଛି । ଏପରି ନହେଲେ ଆଗାମୀ ଦିନରେ ସରକାରଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.4 ° C
    39.4 °
    39.4 °
    12 %
    3.6kmh
    1 %
    Sun
    40 °
    Mon
    40 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ