Saturday, July 27, 2024
24.6 C
Odisha

    ଏହି ସବୁ ସ୍ଥାନରେ କରନ୍ତୁ ନାହିଁ ସେକ୍ସ, ନହେଲେ ଦରିଦ୍ରତା ପାଖ ଛାଡିବନି

    ଆଗକୁ ପଢନ୍ତୁ

    ଧର୍ମ ଗ୍ରନ୍ଥରେ ଥିବା କିଛି ଏପରି ନିୟମ ବିଷୟରେ କହିବୁ ତାହା ଶାରୀରିକ ସଂପର୍କକୁ ନେଇ ଜଡିତ ।ଗ୍ରନ୍ଥରେ ଏପରି ୮ ଟି ଜାଗା ବିଷୟରେ କୁହାଯାଇଛି ଯାହା ପାଖା ପାଖି ଶାରୀରିକ ସମ୍ପର୍କ ବନାଇବା ବହୁତ ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ମଣିଷ ପାପର ଭାଗୀଦାର ହୋଇଥାଏ ତା ସହିତ ଏପରି ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା’ ଲକ୍ଷ୍ମୀ କ୍ରୋଧ କରିଥାନ୍ତି ଓ ସେ ଦରିଦ୍ର ହେବାକୁ ଲାଗେ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଜାଗାରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।

    ୧. ପବିତ୍ର ନଦୀ ପାଖରେ
    କିଛି ଲୋକ ପାଣି ଭିତରେ ହିଁ ଶାରୀରିକ ସମ୍ପର୍କ ବନାଇଥାନ୍ତି ଯାହା କି ବହୁତ ଖରାପ ଅଟେ । ନଦୀ ପାଖରେ ରୋମାନ୍ସ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଏ ।

    ୨. ଅଗ୍ନି ପାଖରେ
    ଅଗ୍ନି ପୁରାଣରେ ଅଗ୍ନିଙ୍କୁ ଦେବତା ବୋଲି ମନାଯାଇଥାଏ । ସେଥିପାଇଁ ଏପରି ଜାଗାରେ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଏପରି କରିବା ମହାପାପ ହୋଇଥାଏ ।

    ୩. କୌଣସି ଅନ୍ୟବ୍ୟକ୍ତିଙ୍କ ଘରେ
    ବିଷ୍ଣୁ ପୁରାଣ ଅନୁସାରେ କୌଣସି ବନ୍ଧୁ ବା ସମ୍ପର୍କୀୟଙ୍କ ଘରେ ନିଜ ଜୀବନ ସାଥି ସହ ସମ୍ବନ୍ଧ ବନାଇବା ପାପ ହୋଇଥାଏ । ଏପରି କରିବା ଦ୍ଵାରା ସମ୍ପର୍କରେ ଦୂରତା ଆସିଥାଏ ।

    ୪. ରୋଗ ଶର୍ଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ
    ରୋଗ ଶର୍ଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ ବା କୌଣସି ବଡ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଖରେ ସମ୍ବନ୍ଧ ବନାଇବା ପାପ ହୋଇଥାଏ ।

    ୫. ମନ୍ଦିର ପରିସରରେ
    ଶାସ୍ତ୍ରରେ ମନ୍ଦିର ପରିସରରେ ଏପରି କାମକୁ ବର୍ଜିତ ମନାଯାଇଥାଏ । ଏପରି କରିବା ବି ମହାପାପ ହୋଇଥାଏ । ମନ୍ଦିରରେ ସ୍ଵାମୀ ଓ ସ୍ତ୍ରୀଙ୍କୁ ଠିକ ଭାବରେ ରହିବା ନିହାତି ଆବଶ୍ୟକ ।

    ୬. ଶ୍ମଶାନ ପାଖରେ
    ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି ଜାଗା ଯେଉଁଠାରେ ଶ୍ମଶାନ ଥିବ ସେପରି ଜାଗାରେ ଶାରୀରିକ ସମ୍ବନ୍ଧ ରଖିବା ମହାପାପ ଅଟେ । ଏହି ଜାଗାରୁ ବାହାରୁଥିବା ଖରାପ ଉର୍ଜ୍ଜା ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ଖରାପ କରିଦିଏ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ