Saturday, July 27, 2024
24.6 C
Odisha

    ଛୁରିରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଲୁଟ୍

    ଆଗକୁ ପଢନ୍ତୁ

    ରାଜଗାଙ୍ଗପୁର: ଛୁରିରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଲୁଟ୍ କଲେ ଲୁଟେରା | ଆଜି ପ୍ରାୟ ଦିବା ୧୧ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲିପାଦାସ୍ଥିତ ଏଚପି ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ କୁମାର ତିୱାରୀ ବାଇକ ଯୋଗେ ୨ଲକ୍ଷ ଟଙ୍କା ଜମା କରିବାକୁ ସହରର ଏକ ବ୍ୟାଙ୍କକୁ ଯାଉଥିଲେ | ଏହି ସମୟରେ ଜାମପାଲି ବାଇପାସରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ଏକ ମୋଟରସାଇକେଲରେ ମୁଖା ପିନ୍ଧା ତିନି ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇବା ସହ ତାଙ୍କୁ ଛୁରୀରେ ଆକ୍ରମଣ କରି ଟଙ୍କା ବ୍ୟାଗ ଲୁଟି ନେଇଥିବା ସୂଚନା ମିଳିଛି । ଏବେ ଗୁରୁତର ଅବସ୍ଥାରେ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ