Wednesday, October 23, 2024
21.7 C
Odisha

    ଏୟାରପୋର୍ଟରେ ଏମିତି ଅବସ୍ଥାରେ ନଜର ଆସିଲେ ଅଭିନେତ୍ରୀ ମଲାଇକା; ଫ୍ୟାନ୍ସ ବି ଆଶ୍ଚଯ୍ୟଚକିତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋଡା ଏବେ ପୁଣି ଚର୍ଚ୍ଚାରେ । ଏୟାରପୋର୍ଟରେ ତାଙ୍କର ଅସାଧାରଣ ହାବଭାବ ସମସ୍ତଙ୍କୁ ଚକିତ କରିଛି । ପ୍ରକାଶଥାଉ, ପୈପରଜୀ ଅବିନେତ୍ରୀଙ୍କ ଏହି କାରନାମାକୁ କ୍ୟାମେରାରେ କଏଦ କରି ଦେଇଥିଲେ। ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ଏଭଳି ଅଜିବ ଅବସ୍ଥାରେ ଦେଖିବାକୁ ମିଳିଥିଲା । ରବିବାର ସକାଳ ସମୟରେ ଏହି ଗ୍ଲାମରିସ ଅଭିନେତ୍ରୀ ଜଣକୁ ସ୍ପଟ କରାଯାଇଥିଲା। ମଲାଇକା ଭିନ୍ନ ଏକ ଲୁକରେ ଥିଲେ। ସେ ଧଳା ରଙ୍ଗର ଓଭରସାଇଜ ହୁଡ୍ଡି ସହ ଲୁଜ ଡେନିମ କେରି କରିଥିଲେ । ତାହାସହ ଏହି ଅଭିନେତ୍ରୀ ଜଣକ ମୁଣ୍ଡରେ ଏକ କଳାରଙ୍ଗର ଟୋପି ପରିଧାନ କରିଥିଲେ। ହଟ ଆଣ୍ଡ ବୋଲଲ୍ଡ ମଲାଇକାଙ୍କ କେଶ ସଜ୍ଜା ମଧ୍ୟ ଅନେକ କଥାକୁ ଇଙ୍ଗିତ କରୁଥିଲା । ଲୁକ ଲାଇଟ ମେକଅପରେ ସେ ନଜର ଆସିଥିଲେ । ପ୍ରଥମେ ସେ ପୈପରଜୀଙ୍କୁ ଅନେକ ପୋଜ ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହାକୁ ଦେଖି ମଲାଇକା ଫ୍ୟାନ୍ସ ବି ଆଶ୍ଚଯ୍ୟଚକିତ ହେଉଛନ୍ତି । କହିରଖୁ, ମଲାଇକା ଯଦିଓ ସିନେମାରୁ ଦୂରେଇ ଅଛନ୍ତି, ତଥାପି ନିଜର ଲୁକ, ଫିଟନେସ ତଥା ଲବ ପାଇଁ ସର୍ବଦା ଚର୍ଚ୍ଚରେ ରହୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ