Wednesday, May 20, 2026
41.2 C
Odisha

    ଜଟଣୀରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

    ଆଗକୁ ପଢନ୍ତୁ

    ଜଟଣୀ ନିର୍ବାଚନ ମଣ୍ଡଳିରୁ ଏଥର ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଏହା ଖୋଦ ଜଟଣୀ ବିଧାୟକ ସୁର ରାଉତରାୟ ଘୋଷଣା କରିଛନ୍ତି । ଚାକିରୀ ଛାଡି ଓଡିଶା ଫେରୁଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ପାରମ୍ପରିକ ବାଜା ସହ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁକ ସ୍ୱାଗତ କରିଛନ୍ତି । ଏହି ଅବସରରେ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ୨୦୨୪ ନିର୍ବାଚନରେ ଜଟଣି ବିଧାୟକ ପ୍ରାର୍ଥୀ ଭାବେ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢିବେ । କିନ୍ତୁ କେଉଁ ଦଳର ମନ୍ମଥ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି । ଏହା ପରେ ମନ୍ମଥ ରାଉତରାଉୟଙ୍କୁ ବିଶାଳ ଶୋଭାଯାତ୍ରା କରି ଜଟଣୀକୁ ପାଛୋଟି ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.2 ° C
    41.2 °
    41.2 °
    18 %
    2.4kmh
    37 %
    Wed
    44 °
    Thu
    45 °
    Fri
    45 °
    Sat
    45 °
    Sun
    45 °

    ସମ୍ବନ୍ଧିତ