Sunday, November 23, 2025
18 C
Odisha

    ଛତିଶଗଡ଼ରେ ଏନ୍‌କାଉଣ୍ଟର: ୪ ମାଓବାଦୀ ନିହତ

    ଆଗକୁ ପଢନ୍ତୁ

    ମାଲକାନଗିରି: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ଜାଂଗଲା ଥାନା ଅନ୍ତର୍ଗତ ଛୋଟେ ତୁଙ୍ଗାଲି ଜଂଗଲରେ ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ ଅପରେସନ ଜାରି ରହିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18 ° C
    18 °
    18 °
    61 %
    1.5kmh
    2 %
    Sun
    18 °
    Mon
    27 °
    Tue
    27 °
    Wed
    26 °
    Thu
    24 °

    ସମ୍ବନ୍ଧିତ