Monday, September 28, 2026
23.1 C
Odisha

    ହସ୍ପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ତେବେ ସେ ଆହତ କାରଣରୁ ମେଡିକାଲରେ ଭର୍ତ୍ତି ହୋଇନାହାଁନ୍ତି ବରଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ। ଖବର ଅନୁଯାୟୀ, ମ୍ୟାକ୍ସୱେଲ ଏଡିଲେଡର ଏକ ପ୍ରସିଦ୍ଧ ଗୋଲ୍ଫ ଇଭେଣ୍ଟରେ ସାମିଲ ହୋଇଥିଲେ। ପରେ ସେ ଏକ ପବରେ ପାର୍ଟି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟଲିଙ୍କ ବ୍ୟାଣ୍ଡ ସିକ୍ସ ଏବଂ ଆଉଟ୍ ମଧ୍ୟ ପବରେ ପ୍ରଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ପବ୍ ରେ ପାର୍ଟି ଚାଲିଥିବା ସମୟରେ ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ କରିଥିଲେ। ଯାହା ପରେ ତାଙ୍କ ଅବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ରୟାଲ ଆଡିଲେଡ ହସ୍ପିଟାଲକୁ ନିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ