Saturday, April 4, 2026
28.2 C
Odisha

    ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

    ଆଗକୁ ପଢନ୍ତୁ

    ଆଠଗଡ଼ରେ ମୋଦୀ ଗ୍ୟାରେଂଟି ରଥ ଭାଙ୍ଗିଲେ ଦୁର୍ବୃତ୍ତା ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ବ୍ଲକ ସଠିଲୋ ପଂଚାୟତରେ ଏଭଳି ଘଟଣା ଘଟିଛି । ପଂଚାୟତର ପିଇଓଙ୍କ ଉପସ୍ଥିତିରେ ଗ୍ୟାରେଂଟି ରଥର କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ