Saturday, June 21, 2025
24.6 C
Odisha

    ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

    ଆଗକୁ ପଢନ୍ତୁ

    ଆଠଗଡ଼ରେ ମୋଦୀ ଗ୍ୟାରେଂଟି ରଥ ଭାଙ୍ଗିଲେ ଦୁର୍ବୃତ୍ତା ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ବ୍ଲକ ସଠିଲୋ ପଂଚାୟତରେ ଏଭଳି ଘଟଣା ଘଟିଛି । ପଂଚାୟତର ପିଇଓଙ୍କ ଉପସ୍ଥିତିରେ ଗ୍ୟାରେଂଟି ରଥର କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    88 %
    1.3kmh
    100 %
    Fri
    25 °
    Sat
    31 °
    Sun
    33 °
    Mon
    33 °
    Tue
    32 °

    ସମ୍ବନ୍ଧିତ