Sunday, March 15, 2026
35.6 C
Odisha

    ବିଜେପି ସହ ଯୋଗସୂତ୍ରରେ ଅଛନ୍ତି ବହୁ ବିଜେଡି ବିଧାୟକ: ବିଧାୟକ ଅଶୋକ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପାଲଲହଡ଼ା ବିଜେପି ବିଧାୟକ ଅଶୋକ ମହାନ୍ତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି ଏବଂ ବିଜେପି ରାଜ୍ୟରେ ବଢୁଛି। ବହୁତ ଲୋକ ବିଜେଡି ଛାଡ଼ି ବିଜେପିରେ ମିଶିବାକୁ ଚାହୁଁଛନ୍ତି। ଅନେକ ନେତା ଲାଇନରେ ଅଛନ୍ତି। ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି, ସେହିଭଳି କିଛି ନେତୃବୃନ୍ଦ ଖୁବ୍ ଶୀଘ୍ର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    0.1kmh
    6 %
    Sun
    38 °
    Mon
    36 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ