Monday, December 29, 2025
11.4 C
Odisha

    ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ

    ଆଗକୁ ପଢନ୍ତୁ

    ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ସକାଳୁଆ ସ୍କୁଲ । ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ସ୍କୁଲ ଏବଂ ଘରୋଇ ସ୍କୁଲ ପାଇଁ ଏହି ନିୟମ ଜାରି ହୋଇଛି । ସେହିପରି କ୍ୟାମ୍ପସ ଭିତରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆବଶ୍ୟକ ପାଣି, ଓଆରଏସ ରଖିବାକୁ ନିଷ୍ପତି ହୋଇଛି । ଏହାବ୍ୟତୀତ ରାଜ୍ୟ ସରକାର ଜିଲ୍ଲାଗୁଡ଼ିକ ପାଇଁ ଆଡଭାଇଜରୀ ଜାରି କରିବା ସହ ଗରମ ଓ ଆର୍ଦ୍ରତା ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ବିଭିନ୍ନ କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ତେବେ ଆଜିଠାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ଏବେ ସ୍କୁଲ ଗୁଡିକରେ ବିଭିନ୍ନ ଶ୍ରେଣୀରେ ନାମ ଲେଖାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.4 ° C
    11.4 °
    11.4 °
    34 %
    1.4kmh
    0 %
    Mon
    28 °
    Tue
    28 °
    Wed
    29 °
    Thu
    29 °
    Fri
    30 °

    ସମ୍ବନ୍ଧିତ