Saturday, December 13, 2025
20.1 C
Odisha

    ମହାଶିବରାତ୍ରୀରେ ମହାନଦୀ ଗର୍ଭରୁ ୧୦୦ରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର

    ଆଗକୁ ପଢନ୍ତୁ

    ଜାଗରରେ ମହାନଦୀ ଗର୍ଭରୁ ଶହେରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର । ବାଙ୍କୀ ସୁବର୍ଣ୍ଣପୁର ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତି ଗୁଡ଼ିକ ଉଦ୍ଧାର ହୋଇଛି । ଶହେରୁ ଅଧିକ ନାଗମୂର୍ତି ସହିତ ମହାଦେବଙ୍କ ବାହନ ନନ୍ଦୀ ଓ ଭୃଙ୍ଗୀଙ୍କ ପ୍ରତିମା ମଧ୍ୟ ଉଦ୍ଧାର ହୋଇଛି । ମହାଶିବରାତ୍ରୀ ଅବସରରେ ଏହି ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର ହୋଇଥିବା ବେଳେ ଏହାକୁ ଦେଖିବାକୁ ନଦୀପଠାରେ ସ୍ଥାନୀୟ ଅଂଚଳବାସୀଙ୍କ ଭିଡ଼ ଜମିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    36 %
    0.9kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ