Sunday, October 4, 2026
29.6 C
Odisha

    ମହାଶିବରାତ୍ରୀରେ ମହାନଦୀ ଗର୍ଭରୁ ୧୦୦ରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର

    ଆଗକୁ ପଢନ୍ତୁ

    ଜାଗରରେ ମହାନଦୀ ଗର୍ଭରୁ ଶହେରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର । ବାଙ୍କୀ ସୁବର୍ଣ୍ଣପୁର ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତି ଗୁଡ଼ିକ ଉଦ୍ଧାର ହୋଇଛି । ଶହେରୁ ଅଧିକ ନାଗମୂର୍ତି ସହିତ ମହାଦେବଙ୍କ ବାହନ ନନ୍ଦୀ ଓ ଭୃଙ୍ଗୀଙ୍କ ପ୍ରତିମା ମଧ୍ୟ ଉଦ୍ଧାର ହୋଇଛି । ମହାଶିବରାତ୍ରୀ ଅବସରରେ ଏହି ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର ହୋଇଥିବା ବେଳେ ଏହାକୁ ଦେଖିବାକୁ ନଦୀପଠାରେ ସ୍ଥାନୀୟ ଅଂଚଳବାସୀଙ୍କ ଭିଡ଼ ଜମିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ