Saturday, October 10, 2026
22.4 C
Odisha

    ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେବ ପ୍ରଚାର କରୁଛି’ : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ବାରମ୍ବାର ମିଛ ପ୍ରଚାର କରିବାରେ ଲାଗିଛି। ଯାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନବୀନ। ମିଛ କହିବାର ଗୋଟିଏ ସୀମା ଥାଏ, ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି ବୋଲି କହି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି । ଏଭଳି କହି ବିଜେପିକୁ କଡା ଜବାବ ଦେଇଛନ୍ତି ନବୀନ । ଅନ୍ୟପଟେ ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେପିର ବାରମ୍ବାର ଏପରି ମିଛି ପ୍ରଚାରକୁ ନେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ବିଜେପି ନେତା କିଛି ନୂଆ ଚିନ୍ତାଧାରା ଆଣିବା ପରିବର୍ତ୍ତେ ଭିତ୍ତିହୀନ କଥା କହୁଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଭଳି ଅପପ୍ରଚାରକୁ ଓଡ଼ିଶାବାସୀ ଗ୍ରହଣ କରିବେନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ