Thursday, April 2, 2026
38.5 C
Odisha

    ଶିକ୍ଷାଦୂତଙ୍କୁ ହତ୍ୟା କଲେ ମାଓବାଦୀ

    ଆଗକୁ ପଢନ୍ତୁ

    ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ ମାଓବାଦୀ ଏବଂ ଲୋକଙ୍କୁ ଧରି ହତ୍ୟା କରିବା ପରେ ପୁଲିସ ଇନଫର୍ମର କହୁଛନ୍ତି। ଏହି କ୍ରମରେ ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଶିକ୍ଷାଦୂତ ହେଉଛନ୍ତି ଦୁଧି ଅର୍ଜୁନ। ଦୁଧି ଅର୍ଜନଙ୍କ ଘର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ଗୋନ୍ଦାପାଲି ଗାଁରେ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଶିକ୍ଷା ଅଧିକାରୀ ଦୁଧି ଅର୍ଜୁନଙ୍କୁ ମଧ୍ୟ ପ୍ରଶାସନ ସ୍କୁଲ ଖୋଲିବା ନେଇ ନିର୍ଦେଶ ଦେଇଥିଲେ। ତେବେ ଏଥିପୂର୍ବରୁ ମାଓବାଦୀମାନେ ତାଙ୍କୁ ସ୍କୁଲ ନଖୋଲିବା ପାଇଁ ଧମକ ମଧ୍ୟ ଦେଇଥିଲେ କୁହାଯାଉଛି। ଘଟଣାଟିକୁ ସ୍ବୀକାର କରିଛନ୍ତି ସୁକୁମା ଏସପି କିରଣ ଚୌହାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ