Tuesday, September 29, 2026
23.6 C
Odisha

    ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍

    ଆଗକୁ ପଢନ୍ତୁ

    ସମ୍ବଲପୁର: ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ, ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ଆସନ୍ତାକାଲିଠାରୁ ରୋକ ଲଗାଇବା ନିଷ୍ପତି ନେଇଛି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ। ଏନେଇ ସୂଚନା ଦେଇଛନ୍ତି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ।
    ସେ କହିଛନ୍ତି, ଏହି ନିଷ୍ପତ୍ତିକୁ ନ ମାନିଲେ ଟ୍ରଷ୍ଟ ବୋର୍ଡ ଆର୍ଥିକ ଦଣ୍ଡ ବ୍ୟବସ୍ଥା ଲାଗୁ କରିବା ମନ୍ଦିର ପରିସରରେ ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ। ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀମାନଙ୍କୁ ନିବେଦନ କରୁଛି। ଏହି ନିଷିଦ୍ଧ ପଦାର୍ଥର ବ୍ୟବହାର ନିଜେ ନ କରିବାକୁ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ  ବୋର୍ଡ ନିବେଦନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ