Wednesday, September 16, 2026
24.5 C
Odisha

    ଇଡେନ୍ ଗାର୍ଡେନରୁ ଉଦ୍ଧାର ହେଲା ଓଡିଆ ଯୁବକଙ୍କ ଝୁଲନ୍ତା ମୃତଦେହ

    ଆଗକୁ ପଢନ୍ତୁ

    କୋଲକାତାର ଇଡେନ୍‌ ଗାର୍ଡେନ୍‌ସ୍‌ ଷ୍ଟାଡିୟମ୍‌ର ‘କେ’ ବ୍ଲକ୍‌ରୁ ଓଡ଼ିଶାର ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି, ଏହି ପ୍ରଖ୍ୟାତ ଷ୍ଟାଡିୟମ୍‌ର ‘ଗ୍ରାଉଣ୍ଡ୍‌ ଷ୍ଟାଫ୍‌’ କର୍ମଚାରୀ ବା ମାଳୀ ଗଣେଶ ଚନ୍ଦ୍ର ବାରିକଙ୍କ ୨୧ ବର୍ଷିୟ ପୁଅ ଧନଞ୍ଜୟ ବାରିକ। ଆଜି ସକାଳ ୮ଟା ବେଳେ ତାଙ୍କ ଫାଶୀ ଲଗା ଶବ ଦେଖିବା ପରେ ଘଟଣା ସଂକ୍ରାନ୍ତରେ କୋଲ୍‌କାତା ପୁଲିସକୁ ରିପୋର୍ଟ କରାଯାଇଥିଲା। ଧନଞ୍ଜୟ ବାପା ଓ ଦାଦିଙ୍କ ସହିତ କୋଲକାତାରେ ରହୁଥିଲେ। ସେ ତାଙ୍କ ବାପା ଓ ଦାଦିଙ୍କ ପରି ମାଳୀ କାମ କରିବା ଲାଗି କିଛି ଦିନ ହେବ ଇଡେନ୍‌ ଗାର୍ଡେନସ୍‌କୁ ଆସୁଥିଲେ। ମନେ ହେଉଛି କାମ ନ ପାଇବା ହତାଶାରେ ସେ ଜୀବନ ହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ