Wednesday, July 22, 2026
25.6 C
Odisha

    OSRTC ବସ୍ ସହ ଘରୋଇ ବସ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୦ ଯାତ୍ରୀ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। OSRTC ବସ୍ ସହ ଏକ ଘରୋଇ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ଘରୋଇ ବସର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳୁ OSRTC ବସ୍ ୧୦ଜଣ ଯାତ୍ରୀଙ୍କୁ ନେଇ ଶେରଗଡରୁ ପୁରୀ ଅଭିମୁଖେ ଯାଉଥିଲା । ଅନ୍ୟ ବସଟି ଶେରଗଡ ଅଭିମୁଖେ ଆସୁଥିଲା । ଦୁଇଟି ବସକୁ ଜବତ କରି ପୋଲିସ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    86 %
    2.7kmh
    100 %
    Wed
    25 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ