Monday, October 5, 2026
24.7 C
Odisha

    ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା

    ଆଗକୁ ପଢନ୍ତୁ

    କଟକ : ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା । ଓଟିଇଟି ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା । ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ । ରାଜ୍ୟର ୪୩୦ ପରୀକ୍ଷା କେନ୍ଦ୍ରରେ ହେଉଛି ପରୀକ୍ଷା । ଦୁଇଟି ସିଟିଂରେ ହେବ ଓଟିଇଟି ପରୀକ୍ଷା । ପେପର ୧ ରେ ୩୪ ହଜାର ୧୧୬ ପରୀକ୍ଷାର୍ଥୀ ଓ ପେପର ୨ ରେ ୧ ଲକ୍ଷ ୭ ହଜାର ୧୬୨ ପରୀକ୍ଷାର୍ଥୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ