Monday, April 27, 2026
40.6 C
Odisha

    ୫ବର୍ଷ ହେଲା ଫେରିନି ପରମାନନ୍ଦ: ଅନାଇ ରହିଛି ବୁଢ଼ୀ ମା

    ଆଗକୁ ପଢନ୍ତୁ

    ନୂଆପଡା : ବୁଢ଼ୀ ମା’କୁ ଦୁଇମୁଠା ଦାନା ଦେବା ପାଇଁ ପୁଅ ଦାଦନ ଖଟିଯାଇଥିଲା । ହେଲେ ୫ ବର୍ଷ ପରେ ବି ପୁଅ ମା ପାଖକୁ ଫେରିନି । ଏବେ ବି ମା’ ପୁଅ ଅପେକ୍ଷାରେ ରହିଛି । ନୂଆପଡ଼ା ଜିଲ୍ଲା କୋମନା ଥାନା କାଲିମାଟି ଗାଁର ପାର୍ବତୀ ନାଗ(୭୦) । ତାଙ୍କର ଏକମାତ୍ର ପୁଅ ପରମାନନ୍ଦ ନାଗ। କିଛି ଲୋକଙ୍କ ସହ ଆନ୍ଧ୍ର ପ୍ରଦେଶକୁ କାମ କରିବାକୁ ଯାଇଥିଲେ । ୫ ବର୍ଷ ହେଲା ସେ ଗାଁକୁ ଫେରି ନାହାନ୍ତି । ପୁଅର ଫେରିବା ବାଟକୁ ଚାହିଁ ରହିଛି ବୃଦ୍ଧା । ବୃଦ୍ଧାଙ୍କୁ ତାଙ୍କ ଝିଅ ଜ୍ୱାଇଁ ପାଖରେ ନେଇ ରଖିଛନ୍ତି । ସରକାର ପରମାନନ୍ଦଙ୍କୁ ଖୋଜି ବାହାର କରିବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ବୃଦ୍ଧାଙ୍କ ଜମିବାଡ଼ି ବୋଲି କିଛି ନାହିଁ । ବାର୍ଦ୍ଧକ୍ୟ ଭତ୍ତା ଟିକକ ଭରସା । ଏଥିରୁ ଯାହା ପାଉଛନ୍ତି ଏଥିରେ ଝିଅଘରେ ମୁଣ୍ଡ ଗୁଞ୍ଜି ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    40.6 ° C
    40.6 °
    40.6 °
    15 %
    3.9kmh
    100 %
    Mon
    43 °
    Tue
    42 °
    Wed
    44 °
    Thu
    43 °
    Fri
    39 °

    ସମ୍ବନ୍ଧିତ